ମେହବୁବା ମୁଫତି, ମୁଖ୍ୟମନ୍ତ୍ରୀ, ଜାମ୍ମୁ-କାଶ୍ମୀର
ମୁଁ ଆପଣଙ୍କୁ ସହାୟତା କରିପାରିବି ନାହିଁ କିନ୍ତୁ ମୁଁ କୃତଜ୍ଞତା ପ୍ରକାଶ କରିପାରିବି ଯେ ସବୁବେଳେ ବିଶେଷ କରି ଗତ ବର୍ଷ କଷ୍ଟଦାୟକ ମୁହୂର୍ତ୍ତରେ ଆପଣ ଏବଂ ଆପଣଙ୍କ ସରକାର ମୋତେ ଏବଂ ମୋ ସରକାରଙ୍କ ପ୍ରତି ସହଯୋଗୀ ମନୋଭାବ ରଖିଆସିଛନ୍ତି । ମୋର ପିତା ମୁଫ୍ତି ମହମ୍ମଦ ସୟିଦ୍ କାଶ୍ମୀରକୁ ସଂକଟରୁ ମୁକ୍ତ କରିବା ଲାଗି ଆପଣଙ୍କ ସହ ହାତ ମିଳାଇଥିଲେ ।