ମୈତ୍ରୀପାଳ ସିରିସେନା ,ରାଷ୍ଟ୍ରପତି ,ଶ୍ରୀଲଙ୍କା
ଆପଣଙ୍କ ବିଜୟ ଲାଗି ଶୁଭେଚ୍ଛା ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଆପଣଙ୍କ ନେତୃତ୍ୱକୁ ଲୋକମାନେ ପୁଣିଥରେ ସମର୍ଥନ ଦେଇଛନ୍ତି । ଶ୍ରୀଲଙ୍କା ଭବିଷ୍ୟରେ ଭାରତ ସହିତ ମଧୁର ଏବଂ ରଚନାତ୍ମକ ସମ୍ପର୍କ ଜାରି ରଖିବା ପାଇଁ ତତ୍ପର ଅଛି ।