ନରେନ୍ଦ୍ର ଭାଇ ସାରା ବିଶ୍ୱରେ ନାଁ କରିଛନ୍ତି, ଲୋକପ୍ରିୟତା ତାଙ୍କ ପଛରେ ଗୋଡ଼ାଉଛି, କିନ୍ତୁ ବ୍ୟକ୍ତିଗତ ଭାବେ ଏହା ତାଙ୍କ ବ୍ୟକ୍ତିତ୍ୱ, କାର୍ଯ୍ୟ ଏବଂ ନେତୃତ୍ୱକୁ ପ୍ରଭାବିତ କରିନାହିଁ । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସ୍ୱୟଂସେବକ ଏବଂ କାର୍ଯ୍ୟକର୍ତ୍ତା ଭାବେ ସେ ଯେପରି ଥିଲେ ଏବେ ମଧ୍ୟ ସେପରି ଅଛନ୍ତି ।