ମୋହନ ଭାଗବତ, ମୁଖ୍ୟ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ କଠିନ ପରିଶ୍ରମ, ସାହସ, ଧୈର୍ଯ୍ୟ, ବୁଦ୍ଧିମତା, ଦୃଢ଼ତା ଏବଂ ନିର୍ଭିକତା ଅଛି । କିନ୍ତୁ ସବୁଠକୁ ଗୁରୁତ୍ୱପୂର୍ଣ୍ଣ ହେଉଛି କିଛି ଅସମ୍ଭବ ବୋଲି ସେ ବିଚାର କରନ୍ତି ନାହିଁ ଏବଂ ସେହି ଅନୁସାରେ କାର୍ଯ୍ୟ କରନ୍ତି  ।