ମୟଙ୍କ ଅଗ୍ରୱାଲ, ଭାରତୀୟ କ୍ରିକେଟର
ତାଙ୍କ (ପିଏମ ମୋଦୀ) ଙ୍କ ଭଳି ଜଣେ ଦୂରଦର୍ଶୀଙ୍କୁ ଭେଟି ବହୁତ ଭଲ ଲାଗୁଛି। ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ସେ ଦେଶକୁ ଯେତିକି ସମୟ ଓ ଶକ୍ତି ଉତ୍ସର୍ଗ କରୁଛନ୍ତି ତାହା ଅଦ୍ଭୁତ ଏବଂ ସେ ଯେଉଁ ପ୍ରକାରର କାମ କରୁଛନ୍ତି ଏବଂ ସେ ଯେଉଁ ଘଣ୍ଟା ଘଣ୍ଟା କାମ କରୁଛନ୍ତି ତାହା ଆମେ ସମସ୍ତେ ଦେଖୁଛୁ । ଆଗରୁ ସେ 10-15 ବର୍ଷ ଆଗକୁ ଚିନ୍ତା କରୁଛନ୍ତି ଏବଂ ଏହା ପ୍ରକୃତରେ ବହୁତ ଭଲ ଏବଂ ଦେଶ ପାଇଁ ପ୍ରକୃତରେ ଶୁଭ ସଙ୍କେତ ।