ରଣବୀର ସିଂ, ଅଭିନେତା
ଏକ ସଫଳ ଜି-20 ଶିଖର ସମ୍ମିଳନୀ ଆୟୋଜନ, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦେଶଗୁଡ଼ିକୁ ଏକଜୁଟ କରିଥିବାରୁ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ! ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ।