ରବର୍ଟ ଗୋଲବ,ସ୍ଲୋଭେନିଆର ପ୍ରଧାନମନ୍ତ୍ରୀ
ଭାରତର ପ୍ରଧାନମନ୍ତ୍ରୀ ଭାବରେ ତୃତୀୟ ପାଳି ପାଇଁ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ । ମୁଁ ସ୍ଲୋଭେନିଆ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ଅଧିକ ସହଯୋଗ କରିବାକୁ ଆଶା ରଖିଛି ।