'ମନ୍ କୀ ବାତ୍' ମାଧ୍ୟମରେ ସମସ୍ତ ଗାଁ ଓ ଘର ପର୍ଯ୍ୟନ୍ତ ପହଞ୍ଚିବା ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରା ଅତ୍ୟନ୍ତ ସଫଳ ହୋଇଛି, ବିଶେଷ କରି ରେଡିଓ ମାଧ୍ୟମରେ ତୃଣମୂଳ ସ୍ତର ସହ ଜଡ଼ିତ ପ୍ରକୃତ ହିରୋମାନଙ୍କୁ ପ୍ରଧାନମନ୍ତ୍ରୀ ଯେଉଁଭଳି ପ୍ରଶଂସା କରନ୍ତି ତାହା ଏକ ଚମତ୍କାର ଚିନ୍ତାଧାରା ଏବଂ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ସ୍ପର୍ଶ କରୁଛି ।