ରବି ଶାସ୍ତ୍ରୀ, କ୍ରୀଡ଼ାବିତ୍
ଭାରତର ସଫଳ ଜି-20 ଅଧ୍ୟକ୍ଷତା ଏବଂ ଅନ୍ତର୍ଜାତୀୟ କୂଟନୀତିକୁ ଏକ ନୂତନ ସ୍ତରକୁ ନେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ । ମୋ ଦେଶ ମାଟିରେ ମୁଁ ମୋ ଜୀବନରେ ଏଭଳି କିଛି ଦେଖିନାହିଁ । ଜୟ ହିନ୍ଦ !