ରବି ଶାସ୍ତ୍ରୀ, ପୂର୍ବତନ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ
ମୁଁ ମୋ କ୍ରୀଡ଼ା ଜୀବନରେ ଅନେକ ମିଳିତ ଦଳ ଦେଖିଛି, କିନ୍ତୁ ପ୍ରଥମ ଥର ପାଇଁ ମୁଁ 1.5 ବିଲିୟନ ଜନସଂଖ୍ୟା ବିଶିଷ୍ଟ ଭାରତକୁ ଏକାଠି ହୋଇ ମଇଦାନରେ ଓହ୍ଲାଇବା ଦେଖୁଛି, ଯାହାର ନେତୃତ୍ୱ ଆମର ପ୍ରତିଷ୍ଠିତ ସଶସ୍ତ୍ର ବାହିନୀ ନେଉଛି ଏବଂ ଯାହା G.O.A.T ନରେନ୍ଦ୍ର ମୋଦୀ ଜୀ ଏବଂ ତାଙ୍କ ସରକାରଙ୍କ ହାତରେ ଅଛି ।