ମୋଦୀ ଜୀଙ୍କ ବିଜୟ କେବଳ ଆଶା ,ସ୍ଥିରତା ,ପ୍ରଗତିର ପ୍ରତୀକ ନାହିଁ ,ବରଂ ଏହା ଅବିଶ୍ୱାସ କରୁଥିବା ଲୋକମାନଙ୍କ ଉପରେ ବିଶ୍ୱାସର ବିଜୟ । ହାର୍ଦ୍ଧିକ ଶୁଭେଚ୍ଛା ସାର । ଆମ ସମସ୍ତଙ୍କ ପାଇଁ ଏକ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଥିବା ପାଇଁ ଧନ୍ୟବାଦ ।