ପ୍ରଧାନମନ୍ତ୍ରୀ @narendramodi ଙ୍କ ନେତୃତ୍ୱରେ ପ୍ରଗତି ଏବଂ ସମୃଦ୍ଧିରେ ଭାରତୀୟ ଲୋକଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଥିବା @BJP4India ନେତୃତ୍ୱାଧୀନ ଏନଡିଏର ବିଜୟ ପାଇଁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଘନିଷ୍ଠ ପଡ଼ୋଶୀ ଭାବେ ଶ୍ରୀଲଙ୍କା ଭାରତ ସହ ନିଜର ଭାଗିଦାରୀକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛି।