ଭାରତ-ଯୁକ୍ତରାଜ୍ୟ ପାଇଁ ଏକ ବଡ଼ ମୁହୂର୍ତ୍ତ। ଭାରତ-ଯୁକ୍ତରାଜ୍ୟ ଏଫଟିଏ ବାଣିଜ୍ୟ, ନିବେଶ ଏବଂ ନବସୃଜନରେ ନୂତନ ଦ୍ୱାର ଖୋଲିଛି। ଏଥିରେ ସାମିଲ ସମସ୍ତଙ୍କୁ ସୁଭେଚ୍ଛା !