ଷ୍ଟାର୍ଟଅପ୍ ଏବଂ ଏମଏସଏମଇ ପାଇଁ, ରିସ୍କ କ୍ୟାପିଟାଲ ଏବଂ କାର୍ଯ୍ୟ-ପୁଞ୍ଜି ଆକ୍ସେସରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ପ୍ରସ୍ତାବିତ ଏସଏମଇ ଅଭିବୃଦ୍ଧି ପାଣ୍ଠି, ମାଇକ୍ରୋ ଏଣ୍ଟରପ୍ରାଇଜ୍ ରିସ୍କ କ୍ୟାପିଟାଲ ପାଇଁ ଟପ୍-ଅପ୍ ଏବଂ ଟିଆରଇଡିଏସ୍ ଭଳି ପ୍ଲାଟଫର୍ମ ମାଧ୍ୟମରେ ଶକ୍ତିଶାଳୀ ପେମେଣ୍ଟ / ଲିକ୍ୟୁଡିଟି ଫ୍ରେମୱାର୍କ ଭଳି ପଦକ୍ଷେପ ନିଯୁକ୍ତି ସୃଷ୍ଟିକାରୀଙ୍କୁ ଦ୍ରୁତ ଗତିରେ ବୃଦ୍ଧି କରିବାରେ ଏବଂ ଅଧିକ ସହନଶୀଳ ବ୍ୟବସାୟ ଗଠନ କରିବାରେ ସାହାଯ୍ୟ କରିପାରିବ । ମୋଟାମୋଟି ଭାବେ, ବଜେଟ୍ ଅଭିବୃଦ୍ଧିକୁ ବ୍ୟାପକ ଏବଂ ସମାବେଶୀ ରଖିବା ସହିତ ଦୀର୍ଘକାଳୀନ ପ୍ରତିଦ୍ୱନ୍ଦ୍ୱିତାକୁ ମଜବୁତ କରିଛି ।