ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱରେ ଗଣତନ୍ତ୍ରର ଅନ୍ୟତମ ମହାନ ନେତା । ସେ ଏପରି ଜଣେ ନେତା ଯେ’କି ନିଜ ଦେଶବାସୀଙ୍କ ଆବଶ୍ୟକତା ପ୍ରତି ଧ୍ୟାନ ଦେବା ସହ ଅନ୍ୟ ରାଷ୍ଟ୍ରମାନଙ୍କ ଆବଶ୍ୟକତାକୁ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି ।