ରୁମେନ ରାଦେଭ, ବୁଲଗେରିଆ ରାଷ୍ଟ୍ରପତି
ଭାରତର ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିବାରୁ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ । ମୋର ବିଶ୍ୱାସ ଯେ ଆମର ପାରସ୍ପରିକ ପ୍ରୟାସ ବୁଲଗେରିଆ ଏବଂ ଭାରତ ମଧ୍ୟରେ ନିରନ୍ତର ବନ୍ଧୁତା ଏବଂ ଭାଗିଦାରୀରେ ଯୋଗଦାନ କରିବ ।