ରୋଲାଣ୍ଡ ବୁଶ୍, ସିମେନ୍ସ , ଅଧ୍ୟକ୍ଷ ଓ ସିଇଓ ,ସିମେନ୍ସ ଏଜି
#MakeinIndia ପଦକ୍ଷେପ ଅଧୀନରେ ପୁଞ୍ଜିନିବେଶ ସହିତ ଭାରତରେ ସବୁଜ ଶକ୍ତି, ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି। ଭାରତରେ ଯୁବପିଢ଼ିଙ୍କ ସଂଖ୍ୟା ବହୁତ ଅଧିକ, ଡିଜିଟାଲ୍ ଆଭିମୁଖ୍ୟ ଏବଂ ଗତି ମଧ୍ୟ ବହୁତ ଅଧିକ।