ରୋଲ୍ଫ ହାବ୍ବେନ୍ ଜାନସେନ୍ ,ସିଇଓ,ହାପାଗ-ଲଏଡ୍
ଆମେ ଜାଣିଛୁ ଯେ ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ ଅଭିବୃଦ୍ଧି କରିବାକୁ ଯାଉଛି ଏବଂ ଏଠାରେ ପୁଞ୍ଜିନିବେଶ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଦୁନିଆକୁ #MakeinIndia ଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ।