“ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାକୁ ମୋତେ ଭଲ ଲାଗେ । ମୁଁ କହିବାକୁ ଚାହୁଁଛି ଯେ ଯେତେବେଳେ ମୁଁ ପ୍ୟାରିସରୁ ଫେରିଲି, ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେହି ବ୍ୟାଡମିଣ୍ଟନ ରାକେଟ ଦେଇଥିଲି ଯେଉଁଠି ମୁଁ ଖେଳୁଥିଲି । ରାକେଟ୍ ନେବା ପରେ ସେ ପ୍ରଥମେ ମୋ ସିଗ୍ନେଚର ବ୍ୟାକହ୍ୟାଣ୍ଡ ନୋ-ଲୁକ୍ ସଟ୍ ଖେଳିବା ଆରମ୍ଭ କରିଥିଲେ। ଏବଂ ସେ ମୋତେ ପଚାରିଲେ ମୁଁ ଏଭଳି ସଟ୍ ଖେଳୁଛି କି ନାହିଁ। ସେ ଯେଉଁଭଳି ଖେଳିଥିଲେ, ସେଥିରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଆପଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ମିଳିଥିବାରୁ ବହୁତ ଭଲ ଲାଗୁଛି ।”