ଲର୍ଡ କରନ ବିଲିମୋରିଆ, ବ୍ରିଟେନ ଆଇନ ନିର୍ମାତା
ପିଲାଦିନେ ନରେନ୍ଦ୍ର ମୋଦୀ ଗୁଜରାଟର ଏକ ରେଳ ଷ୍ଟେସନରେ ଥିବା ତାଙ୍କ ବାପାଙ୍କ ଚା' ଦୋକାନରେ ଚା' ବିକ୍ରି କରୁଥିଲେ। ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଏହି ପୃଥିବୀର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ।