“ପ୍ରଧାନମନ୍ତ୍ରୀ ଜଣେ ସର୍ବୋତ୍କୃଷ୍ଟ ପ୍ରଶାସକ ଏବଂ ଦେଶକୁ ବିକାଶର ଏକ ନୂଆ ସୋପାନକୁ ନେଇଯିବା ଲାଗି ତାଙ୍କର ଦୀର୍ଘସ୍ଥାୟୀ ଦୂରଦୃଷ୍ଟି ରହିଛି । ମାତୃଭୂମିର ଏପରି ଜଣେ ବରପୁତ୍ରଙ୍କ ସହିତ କାମ କରିବା ଲାଗି ମୋତେ ସୁଯୋଗ ମିଳିଛି ଯେକି ଉଭୟ ବୁଦ୍ଧିମତା ଏବଂ ହୃଦୟର ସହ କାମ କରିଥାନ୍ତି ।”