ଲଳିତ ପନୱର
ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏକ ବିରଳ ଯୋଗାଯୋଗ ଦକ୍ଷତା ରହିଛି ଯାହା ଜନତା ଏବଂ ଶ୍ରେଣୀବର୍ଗକୁ ସଂଯୋଗ କରିଥାଏ । ବିଦେଶ ଗସ୍ତ ସମୟରେ ପ୍ରବାସୀ ଭାରତୀୟଙ୍କ ସହିତ ତାଙ୍କର ଭାବବିନିମୟ ଅବିଶ୍ୱସନୀୟ । ଠିକ୍ ସେହିପରି ରାଷ୍ଟ୍ରମୁଖ୍ୟମାନଙ୍କ ସହିତ ତାଙ୍କର ବାର୍ତ୍ତାଳାପ ଏବଂ ତାଙ୍କର କୂଟନୈତିକ ପଦକ୍ଷେପ ଏବଂ ଏହାର ସଫଳତା ତାଙ୍କର କଟୁ ସମାଲୋଚକମାନଙ୍କୁ ମଧ୍ୟ ଆଚମ୍ବିତ ଏବଂ ପ୍ରଭାବିତ କରିଥାଏ ।”