ଲିଓନପୋ ତାଣ୍ଡି ଦୋର୍ଜି, ବୈଦେଶିକ ମନ୍ତ୍ରୀ, ଭୁଟାନ
ଆମର ଟିକାକରଣ ଅଭିଯାନକୁ ଏକ ଅଭୂତପୂର୍ବ ସଫଳତାର କାହାଣୀ ଭାବରେ ସ୍ୱୀକୃତି ଦିଆଯାଇଛି ଏବଂ ଆଜି ଆମର ସମଗ୍ର ଜନସଂଖ୍ୟାର 90% ରୁ ଅଧିକ ସମ୍ପୂର୍ଣ୍ଣ ଟିକା ଦିଆଯାଇଛି । ଭାରତ ସମେତ ବନ୍ଧୁ ଏବଂ ଅଂଶୀଦାରଙ୍କ ସାହାଯ୍ୟ ବିନା ଏହା କୌଣସି ପ୍ରକାରେ ସମ୍ଭବ ନଥିଲା , ଯାହାର ଟିକା ମୈତ୍ରୀ ପଦକ୍ଷେପ ଆମର ବୟସ୍କ ଜନସଂଖ୍ୟା ପାଇଁ ପ୍ରଥମ ପର୍ଯ୍ୟାୟ ଟିକାକରଣକୁ ସକ୍ଷମ କରିଥିଲା ।