ଶଶି ଥରୁର୍
ବୈଦେଶିକ ନୀତି ପ୍ରସଙ୍ଗରେ, କୌଣସି ଦଳ ଅପେକ୍ଷା ଦେଶ ପାଇଁ ମତ ରଖିବାରେ ଆମେ ବିଶ୍ୱାସ କରୁ  । ମୁଁ ଏପରିକି  ଟ୍ୱିଟ୍ କରି ବୌଦ୍ଧଧର୍ମ, ଆୟୁର୍ବେଦ ଏବଂ ଯୋଗ ଆଦି ବିଶ୍ୱକୁ ଭାରତର ବରଦାନ ବୋଲି ମୋଦୀଙ୍କ ବକ୍ତବ୍ୟର ସମର୍ଥନ କରିଛି । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଏସବୁ ଦେଶର ସିଦ୍ଧାନ୍ତର ଅଂଶବିଶେଷ  ।