ଶଶି ଥରୁର
“ତାଙ୍କ ଜନ୍ମଦିନକୁ ଏକ ସୁଯୋଗ ଭାବେ ବ୍ୟବହାର କରି ମୁଁ ତାଙ୍କୁ ଆମ ରାଜନୈତିକ ମତଭେଦ କଥା ସ୍ମରଣ କରାଇଦେଇଥିଲି, ତଥାପି ସେ ଏହାକୁ କେବଳ ନିଜ ଆଡ଼କୁ ନେଲେ ନାହିଁ, ବରଂ ଏହାକୁ ସନ୍ତୁଷ୍ଟୀକରଣ ଏବଂ ସୌହାର୍ଦ୍ଦ୍ୟର ଏକ ସକାରାତ୍ମକ ବାର୍ତ୍ତା ଭାବେ ପରିଣତ କରିଦେଇଥିଲେ ।”