ଶାହରୁଖ ଖାନ, ଅଭିନେତା
ଭାରତର ଜି-20 ଅଧ୍ୟକ୍ଷତାର ସଫଳତା ଏବଂ ବିଶ୍ୱବାସୀଙ୍କ ଉନ୍ନତ ଭବିଷ୍ୟତ ପାଇଁ ଦେଶମାନଙ୍କ ମଧ୍ୟରେ ଏକତାକୁ ପ୍ରୋତ୍ସାହିତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ । ଏହି ଘଟଣା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସମ୍ମାନ ଓ ଗୌରବର ଭାବନା ଜାଗ୍ରତ କରିଛି। ସାର୍, ଆପଣଙ୍କ ନେତୃତ୍ୱରେ ଆମେ ଅଲଗା ହେବାରେ ନୁହେଁ ବରଂ ଏକତାରେ ସମୃଦ୍ଧ ହେବୁ । ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ।