ଭାରତର ଜନତା ନିଜର ଗଣତାନ୍ତ୍ରିକ କର୍ତ୍ତବ୍ୟ ବଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦଳକୁ ନିର୍ବାଚନ ଜିତିବାରେ ସଫଳ କରିଛନ୍ତି। ଆମେ ଆମର ଜନସାଧାରଣଙ୍କ ହିତ ପାଇଁ ଆମର ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସହଯୋଗକୁ ସୁଦୃଢ଼ କରିବାକୁ ଆଗ୍ରହୀ ।