ଶେଖ ହସୀନା ,ପ୍ରଧାନମନ୍ତ୍ରୀ ,ବାଂଲାଦେଶ
ମୁଁ ଭାରତର 17ତମ ଲୋକସଭା ନିର୍ବାଚନରେ ଆପଣଙ୍କ ଗତିଶୀଳ ନେତୃତ୍ୱ ଅଧୀନରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ଏନଡିଏର ଚମତ୍କାର ବିଜୟ ଲାଗି ଆପଣଙ୍କୁ (ପ୍ରଧାନମନ୍ତ୍ରୀ ମୋଦୀ) ଶୁଭେଚ୍ଛା ଜଣାଉଛି । ଏହି ଜନାଦେଶ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ଲୋକମାନଙ୍କ ଦ୍ୱାରା ଆପଣଙ୍କ ଉପରେ କରାଯାଇଥିବା ବିଶ୍ୱାସର ଆଧାର ଅଟେ ।