ଶେରିଙ୍ଗ ତୋବଗେ, ଭୂଟାନ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ପ୍ରତି ମୋର ବହୁତ ସମ୍ମାନ ଅଛି ଏବଂ ସେ ବ୍ୟକ୍ତିଗତ ଭାବରେ ମୋତେ ଯେଉଁ ପ୍ରକୃତ ସ୍ନେହ ଦେଖାଇଛନ୍ତି ସେଥିପାଇଁ ମୁଁ କୃତଜ୍ଞ । ସେ ପ୍ରକୃତରେ ମୋତେ ସାନ ଭାଇ ଭାବରେ ଗ୍ରହଣ କରିଛନ୍ତି । ମୁଁ ତାଙ୍କୁ ମୋର ପରାମର୍ଶଦାତା ଭାବରେ ବିବେଚନା କରେ ଏବଂ ତାଙ୍କୁ ମୋର 'ମାର୍ଗଦର୍ଶକ' ଭାବେ ଗ୍ରହଣ କରେ ।