ଶେରିଙ୍ଗ ତୋବଗେ, ଭୂଟାନ ପ୍ରଧାନମନ୍ତ୍ରୀ
ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାରତ ଭଳି ଏକ ବିଶାଳ ଦେଶର ନେତୃତ୍ୱ ନେବା ସବୁଠାରୁ କଷ୍ଟକର କାମ । କିନ୍ତୁ ମହାମହିମ, ଆପଣଙ୍କ ନେତୃତ୍ୱ ଏବଂ 140କୋଟି ଲୋକଙ୍କ ନିଃସ୍ୱାର୍ଥପର ସେବା ମାଧ୍ୟମରେ ଆପଣ କେବଳ ଭାରତର ନୁହେଁ ବରଂ ଭୁଟାନ ଏବଂ ସମଗ୍ର ବିଶ୍ୱର ସ୍ନେହ, ଭଲପାଇବା ଓ ସମ୍ମାନ ଅର୍ଜନ କରିଛନ୍ତି ।