ଶେରିଙ୍ଗ ତୋବଗେ, ଭୂଟାନ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ (ନରେନ୍ଦ୍ର ମୋଦୀ), ମୋର ବଡ଼ ଭାଇ, ଯେତେବେଳେ ବି ମୋତେ ଆପଣଙ୍କୁ ଭେଟିବାର ସୁଯୋଗ ମିଳେ, ମୁଁ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରେ । ମହାମହିମ, ପ୍ରଧାନମନ୍ତ୍ରୀ-ମୋର ପରାମର୍ଶଦାତା, ମୁଁ ଯେତେବେଳେ ବି ଆପଣଙ୍କୁ ଭେଟିଥାଏ, ମୁଁ ଜଣେ ଜନସେବକ ଭାବରେ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ପାଉଛି ।