ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ହୃଦୟର ସହିତ ଧନ୍ୟବାଦ, ଯାହାଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଝିଅମାନଙ୍କ ଶିକ୍ଷା ଏବଂ ସମ୍ମାନକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ଏହି ଐତିହାସିକ ନିଷ୍ପତ୍ତି ପାଇଁ ମାନନୀୟା କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ @nsitharaman ଜୀଙ୍କ ମଧ୍ୟ ହୃଦୟର ସହିତ ଧନ୍ୟବାଦ।