ଶ୍ରୀ ଅମିତ ଶାହ, କେନ୍ଦ୍ର ଗୃହମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଦଶନ୍ଧି ଧରି କାମ କରିବା ପରେ, ମୁଁ ଗଭୀର ଭାବରେ ଅନୁଭବ କରିଛି ଯେ ତାଙ୍କର ବ୍ୟକ୍ତିତ୍ୱ ଜଣେ ରାଜନେତାଙ୍କ ବ୍ୟକ୍ତିତ୍ୱଠାରୁ ଅଧିକ - ଏହା ରାଷ୍ଟ୍ର କଲ୍ୟାଣ ପାଇଁ ସମର୍ପିତ ଏକ ମିଶନ-ଚାଳିତ ନେତାଙ୍କୁ ମୂର୍ତ୍ତିମନ୍ତ କରିଥାଏ। ତାଙ୍କ ପାଇଁ, ଭାରତର ପ୍ରଗତି ଏବଂ ଭାରତୀୟଙ୍କ କଲ୍ୟାଣ କେବଳ ଆଦର୍ଶ ନୁହେଁ, ବରଂ ମାର୍ଗଦର୍ଶକ ନୀତି।