ଶ୍ରୀ ଅମିତ ଶାହ, କେନ୍ଦ୍ର ଗୃହମନ୍ତ୍ରୀ, ସମବାୟ ମନ୍ତ୍ରୀ
କୋଭିଡ୍ ପରବର୍ତ୍ତୀ ସମୟରେ, ପ୍ରଧାନମନ୍ତ୍ରୀ @narendramodi ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଅର୍ଥନୈତିକ ନୀତି ଭାରତୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିଛି। #ViksitBharatBudget ପାରମ୍ପରିକ ଠାରୁ ନୂତନ ଯୁଗ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ର ପାଇଁ ବିଶ୍ୱ ସ୍ତରରେ ସବୁଠାରୁ ଆକର୍ଷଣୀୟ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରଗତିକୁ ତ୍ୱରାନ୍ୱିତ କରିଛି।