ଶ୍ରୀ ଆର ବାଲାସୁବ୍ରମଣ୍ୟମ୍, ଲେଖକ
ପ୍ରଧାନମନ୍ତ୍ରୀ ମୋଦୀ ବାରମ୍ବାର ଗୁରୁତ୍ୱାରୋପ କରିଛନ୍ତି ଯେ ପ୍ରତ୍ୟେକ ସାର୍ବଜନୀନ ନିଷ୍ପତ୍ତିର କେନ୍ଦ୍ରରେ ନାଗରିକମାନେ ରହିବା ଉଚିତ; ଏହା ତାଙ୍କର ଶାସନ ମନ୍ତ୍ର।