ମୋଦୀଜୀ ବିକାଶ ଯୋଜନାଗୁଡ଼ିକୁ ସାଧାରଣ ଲୋକଙ୍କ ପାଖକୁ ନେଇଯାଇଛନ୍ତି, ଶାସନରେ ସ୍ୱଚ୍ଛତା ଆଣିଛନ୍ତି, ଦୁର୍ନୀତିକୁ ଦୂର କରିଛନ୍ତି ଏବଂ ଦେଶର ପ୍ରତିଛବି ବଦଳାଇ ଦେଇଛନ୍ତି।