ଶ୍ରୀ ଏକନାଥ ସିନ୍ଦେ,ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ
ମୋଦୀଜୀଙ୍କ ଭଳି ଜଣେ ବିଶାଳ ବ୍ୟକ୍ତିତ୍ୱ ମୋ ଭଳି ଜଣେ ତୃଣମୂଳ ସ୍ତରର କର୍ମୀଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ନେତୃତ୍ୱ ନେବା ପାଇଁ ସାହସ ଦେଇଥିଲେ ଏବଂ ମୋତେ ଏହି ଦାୟିତ୍ୱ ଦେଇଥିଲେ, ଏହା ମୋ ଜୀବନର ସବୁଠାରୁ ବଡ଼ ସଫଳତା ମଧ୍ୟରୁ ଗୋଟିଏ।