ଶ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ, ମହାରାଷ୍ଟ୍ର
କେନ୍ଦ୍ର ବଜେଟରୁ ମୁମ୍ବାଇ ଏବଂ ମହାରାଷ୍ଟ୍ରର ପ୍ରଗତିକୁ ଏକ ନୂତନ ଦିଗ ମିଳିଛି । ମୁଁ କେନ୍ଦ୍ର ସରକାରଙ୍କ ନିକଟରେ ହୃଦୟର ସହିତ କୃତଜ୍ଞ ଯେ ମହାରାଷ୍ଟ୍ରର ଅଭିବୃଦ୍ଧି ଇଞ୍ଜିନକୁ ଆହୁରି ଗତି ଦେବା ପାଇଁ ଏତେ ବଡ଼ ବ୍ୟବସ୍ଥା କରିଛନ୍ତି ।