ଶ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
ଘରୋଇ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଏବଂ ସାଧନଯୋଗ୍ୟତା ଅନ୍ତରକୁ ପାଣ୍ଠି ଯୋଗାଣ ସମେତ ସି-ପ୍ଲେନ ପାଇଁ ଦିଆଯାଇଥିବା ସହାୟତା ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ। ଏହା ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହିତ କରିବ, ଶେଷ ମାଇଲ ଏବଂ ଆଞ୍ଚଳିକ ସଂଯୋଗରେ ଉନ୍ନତି ଆଣିବ ଏବଂ ଦେଶର ଉପକୂଳ, ଦ୍ୱୀପପୁଞ୍ଜ ଏବଂ ଦୁର୍ଗମ ଅଞ୍ଚଳରେ ପର୍ଯ୍ୟଟନ ଏବଂ ଅର୍ଥନୈତିକ ସମ୍ଭାବନାକୁ ଉନ୍ମୁକ୍ତ କରିବ ।