ଶ୍ରୀ ଜି. କିଶନ ରେଡ୍ଡୀ, ଖଣି ମନ୍ତ୍ରୀ
ହାଇଦ୍ରାବାଦକୁ ଭାରତର ହାଇ-ସ୍ପିଡ୍ ରେଳ ନେଟୱାର୍କର କେନ୍ଦ୍ରରେ ରଖିବା ପାଇଁ ମୁଁ ତେଲେଙ୍ଗାନାର ଲୋକଙ୍କ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ ଏବଂ ମାନ୍ୟବର କେନ୍ଦ୍ର ମନ୍ତ୍ରୀ @nsitharaman ଜୀଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି।