ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ ଦୂରଦୃଷ୍ଟିପୂର୍ଣ୍ଣ ମାର୍ଗଦର୍ଶନରେ, ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ @nsitharaman ଙ୍କ ଦ୍ୱାରା ଆଜି ଉପସ୍ଥାପିତ ବଜେଟ୍ 2026 "ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା" ଗଠନ ପାଇଁ ଏକ ଦୃଢ଼ ମୂଳଦୁଆ ପକାଇବ। #ViksitBharatBudget