ଶ୍ରୀ ପ୍ରେମ କୁମାର ଧୁମଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ,ହିମାଚଳ ପ୍ରଦେଶ
ରାଜନୀତି ବାହାରେ, ମୋଦୀ ଜୀ ସବୁବେଳେ ହିମାଚଳକୁ ଦେବଭୂମି ଭାବରେ ମାନନ୍ତି। ସେ ପାହାଡ଼ ମନ୍ଦିର ନିକଟରେ ଗଛ ତଳେ ଦୀର୍ଘ ଘଣ୍ଟା ଧରି ଧ୍ୟାନରେ ବସି ରହୁଥିଲେ। ପ୍ରକୃତି ଏବଂ ଦିବ୍ୟଶକ୍ତି ପ୍ରତି ତାଙ୍କର ଗଭୀର ବିଶ୍ୱାସ ତାଙ୍କ ଜୀବନ ଏବଂ କାର୍ଯ୍ୟଶୈଳୀରେ ପ୍ରତିଫଳିତ ହେଉଥିଲା।