ଶ୍ରୀ ମନୋହର ଲାଲ ଖଟ୍ଟର, ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ
ନୂତନ ଭାରତର ଆବଶ୍ୟକତାକୁ ପୂରଣ କରି - ଭିତ୍ତିଭୂମି ଏବଂ ସହରୀକରଣ ଠାରୁ ଆରମ୍ଭ କରି ଶକ୍ତି ଚାହିଦା, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ - ଏହି ବଜେଟ୍ ଭବିଷ୍ୟତର ଭାରତର ସମ୍ଭାବନାକୁ ସାକାର କରିବା ପାଇଁ ଏକ ପ୍ରଭାବଶାଳୀ ମଞ୍ଚ ମଧ୍ୟ ପ୍ରଦାନ କରୁଛି।