ଷ୍ଟିଫେନ୍ ହାର୍ପର, ପୂର୍ବତନ ପ୍ରଧାନମନ୍ତ୍ରୀ, କାନାଡା
ମୁଁ ଆପଣଙ୍କ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ) ପ୍ରଗତିକୁ ଅତ୍ୟନ୍ତ ପ୍ରଶଂସାର ସହ ଦେଖୁଛି। ଆପଣ ବର୍ତ୍ତମାନ ଦୁନିଆର ସେହି ଅଳ୍ପ କେତୋଟି ସରକାରଙ୍କ ମଧ୍ୟରୁ ଗୋଟିଏର ନେତୃତ୍ୱ ନେଉଛନ୍ତି ଯାହାର ଏକ ଦୃଢ଼ ରାଜନୈତିକ ସ୍ଥିତି ଏବଂ ଅଭିବୃଦ୍ଧିଶୀଳ ଅର୍ଥନୀତି ଅଛି । ଆପଣ ଏହି ଦେଶରେ କରୁଥିବା କାର୍ଯ୍ୟ ପାଇଁ ବହୁତ ଗର୍ବିତ ହେବା ଉଚିତ୍ |