ସଜ୍ଜନ ଜିନ୍ଦଲ, ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ, ଜେଏସଡବ୍ଲ୍ୟୁ ଷ୍ଟିଲ୍
ଯଦି ଆମକୁ ଆଗକୁ ବଢ଼ିବାର ଅଛି, ଆମ ଅର୍ଥବ୍ୟବସ୍ଥାର ଆଧୁନିକୀକରଣ କରିବାର ଅଛି, ଟିକସ ବ୍ୟବସ୍ଥାର ସଂଖ୍ୟା ହ୍ରାସ କରିବାର ଅଛି ଏବଂ ବ୍ୟବସାୟ ପାଇଁ ସୁବିଧାଜନକ ପରିବେଶ ସୃଷ୍ଟି କରିବାର ଅଛି ତେବେ ଆମକୁ ଏହିପରି ନିଷ୍ପତ୍ତି ନେବାକୁ ହେବ । ସାମୟିକ ସମୟ ପାଇଁ ସାମାନ୍ୟ କଷ୍ଟ ହେବ କିନ୍ତୁ ଦୀର୍ଘକାଳୀନ ଭବିଷ୍ୟତକୁ ଦେଖିଲେ ମୁଁ ଭାବୁଛି ଜିଏସଟି ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ।