ସଜ୍ଜନ ଜିନ୍ଦଲ, ଅଧ୍ୟକ୍ଷ, ଜେଏସଡବ୍ଲ୍ୟୁ ଶିଳ୍ପ ଗୋଷ୍ଠୀ
କିଛି ବର୍ଷ ପୂର୍ବେ ଖଣି ଶିଳ୍ପ ସବୁଠୁ ଦୁର୍ନୀତିଗ୍ରସ୍ତ ଥିଲା । ଏମିତି ଏକ ସମୟ ଥିଲା ଯେତେବେଳେ ବିକାଶକର୍ତ୍ତାମାନେ ଖଣି ଆବଣ୍ଟନ ଏବଂ ଅଣ-ଆବଣ୍ଟନ ସମ୍ପର୍କରେ ନିଷ୍ପତ୍ତି ନେଉଥିଲେ । କୋଇଲା ଏବଂ ଅଣ-କୋଇଲା ଖଣିଜର ନିଲାମୀ ସ୍ଵଚ୍ଛତା ତଥା ପାରଦର୍ଶୀତା ପ୍ରତି ମୋଦୀ ସରକାରଙ୍କ ଉଦ୍ଦେଶ୍ୟର ପ୍ରମାଣ ।