ସଞ୍ଜୀବ ପୁରୀ,ପ୍ରେସିଡେଣ୍ଟ, ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)
ଏହା କୃଷି, ଉତ୍ପାଦନଠାରୁ ଆରମ୍ଭ କରି ସେବା ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ପୁଞ୍ଜିନିବେଶ ଆଣିଛି। ବ୍ୟବସାୟ କରିବାର ସହଜତା ଉପରେ ଅଧିକ ଧ୍ୟାନ ଦିଆଯାଉଛି ଏବଂ ଅନେକ କ୍ଷେତ୍ର ସରଳୀକରଣ ହେଉଛି।