ସଞ୍ଜୟ ଦତ୍ତ, ଅଭିନେତା
ଭାରତର ଜି-20 ଅଧ୍ୟକ୍ଷତା ହେଉଛି ବିଶ୍ୱ ସୌହାର୍ଦ୍ଦ୍ୟ ଏବଂ ପ୍ରଗତି ପ୍ରତି ଆମର ପ୍ରତିବଦ୍ଧତାର ପ୍ରତିଫଳନ । ଏହି ଦିଗରେ ନେତୃତ୍ୱ ନେଇଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହୃଦୟରୁ ଧନ୍ୟବାଦ । ସମଗ୍ର ବିଶ୍ୱ ଏକଜୁଟ ଏବଂ ଭାରତ ଏଥିରେ ଆଗରେ ରହିଛି ।