"ତାଙ୍କ କଥା ମୋତେ ଗଭୀର ଭାବରେ ସ୍ପର୍ଶ କରିଥିଲା ଏବଂ ଦେଶ ପାଇଁ ପଦକ ଜିତିବା ପାଇଁ ଉତ୍ସାହିତ କରିଥିଲା।" "ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥାବାର୍ତ୍ତା ମୋତେ ଆଗାମୀ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ଆହୁରି ବଡ଼ ପଦକ ଜିତିବାକୁ ପ୍ରେରଣା ଦେଇଛି।”