ଭାରତ ହେଉଛି ଏକ ସୌର ମହାଶକ୍ତି, ରେକର୍ଡ ସମୟ ମଧ୍ୟରେ 100 ଗିଗାୱାଟ୍ କ୍ଷମତା ହାସଲ କରିଛି, ଯାହା ଦେଶକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱଚ୍ଛ ଶକ୍ତି ପାଇଁ 500 ଗିଗାୱାଟ୍ ର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଆଡକୁ ଆଗେଇ ନେଇଛି ।